ମିତ Mita

  • ଦେ. ବି. ପୁଂ ଓ ସ୍ତ୍ରୀ—(ସଂ. ମିତ୍ର; ପ୍ରା. ମିତ୍ତ) — ମିତ୍ର; ସୁହୃଦ; ବନ୍ଧୁ — Friend; a crony
  • ଦେ. ବି. ପୁଂ ଓ ସ୍ତ୍ରୀ—(ସଂ. ମିତ୍ର; ପ୍ରା. ମିତ୍ତ) — [ଉ—ବନେ କି ଶୋଭା ଦେଖିଲଇଁ। ଗୋ ମିତ। ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି।]
  • ଦେ. ବି. ପୁଂ ଓ ସ୍ତ୍ରୀ—(ସଂ. ମିତ୍ର; ପ୍ରା. ମିତ୍ତ) — ନାମର ସାଦୃଶ୍ୟ ଯୋଗୁଁ ଧର୍ମଦୃଷ୍ଟିରେ ବନ୍ଧୁ ହୋଇଥିବା ଦୁଇ ବ୍ଯକ୍ତି — Namesakes between whom god-relationship is set up
  • ସଂ. ବିଣ. (ମା ଧାତୁ+କର୍ମ. ତ) — ପରିମିତ — Measured; moderate
  • ସଂ. ବିଣ. (ମା ଧାତୁ+କର୍ମ. ତ) — କ୍ଷିପ୍ତ — Thrown; cast