ମିତ୍ରଲାଭ Mitralābha

  • ସଂ. ବି ( 6 ଷ୍ଠୀ ତତ୍) — ଜଣକୁ ମିତ୍ରରୂପେ ପାଇବା — Acquisition of a person as one's friend
  • ସଂ. ବି ( 6 ଷ୍ଠୀ ତତ୍) — ହିତୋପଦେଶ ନାମକ ସଂସ୍କୃତ ନୀତି ଗ୍ରନ୍ଥର ପ୍ରଥମ କଥା ଭାଗ — The title of the 1st section of the Sanscrit work Hitopadeṡa