ମିତ୍ରଧ୍ରୁଗ Mitradhṛuga
- ଦେ. ବିଣ—(ସଂ. ମିତ୍ର ଦ୍ରୋହୀ) — ମିତ୍ରଦ୍ରୋହୀ — Violating the bonds of friendship
- ଦେ. ବିଣ—(ସଂ. ମିତ୍ର ଦ୍ରୋହୀ) — [ଉ—ସ୍ତେୟ ସୁରାପ ମିତ୍ରଧୃଗ। ବ୍ରହ୍ମହା ଯେ ଗୁରୁ—ତଳ୍ପଗ। ସ୍ତ୍ରୀରାଜ ପିତୃ ଗୋରୁ ହତ୍ୟା। ଏ ଆଦି ପାପକର୍ମ କର୍ତ୍ତା। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।]