ମିତ୍ରଘ୍ନ Mitraghna

  • ସଂ. ବି (ନାମ) (ମିତ୍ର+ହନ୍ ଧାତୁ+କର୍ତ୍ତୃ. ଅ) — ରାକ୍ଷସ— ବିଶେଷ — A demon
  • ସଂ. ବି (ନାମ) (ମିତ୍ର+ହନ୍ ଧାତୁ+କର୍ତ୍ତୃ. ଅ) — [ଉ—ବହେ ମିତ୍ରଘ୍ନ ନାମ ଯେ ସାର, ବିଘ୍ନ କରେ ମିତ୍ର ତାରତର—ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବିଣ. ପୁଂ — ମିତ୍ରଘାତକ (ଦେଖ) — Mitraghātaka (See)