ମିତ୍ର ବିନ୍ଦା Mitra bindā

  • ସଂ. ବି. ନାମ — ଶ୍ରୀକୃଷ୍ଣଙ୍କର ଅଷ୍ଟ ପଟ୍ଟମହିଷୀ ମଧ୍ୟରୁ ଜଣେ — One of the 8 chief queens of Ṡrīkṛushṇa
  • ସଂ. ବି. ନାମ — (ଉ—ମିତ୍ରବିନ୍ଦା, ସୁନନ୍ଦା, ଶକ୍ରାବତୀ— ପ୍ରାଚୀ—ରହସ୍ୟମଞ୍ଜରୀ।)