ମିତ୍ର ଗ୍ରହ Mitra graha
- ସଂ. ବି (ଜ୍ୟୋତିଷ)=ପରସ୍ପର ମିତ୍ରଭାବାପନ୍ନ କେତେକ ନିର୍ଦ୍ଦିଷ୍ଟ ଗ୍ରହ — Friendly planets of certain planets
- ସଂ. ବି (ଜ୍ୟୋତିଷ)=ପରସ୍ପର (ଯଥା—ଚନ୍ଦ୍ରଙ୍କର ରବି, ମଙ୍ଗଳ ଓ ବୃହସ୍ପତି, ରବିଙ୍କର ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଓ ବୁଧ; ମଙ୍ଗଳଙ୍କର ରବି, ଚନ୍ଦ୍ର ଓ ବୃହସ୍ପତି; ବୁଧଙ୍କର ଶୁକ୍ର ଓ ଶନି; ବୃହସ୍ପତିଙ୍କର ରବି, ଚନ୍ଦ୍ର ଓ ମଙ୍ଗଳ; ଶୁକ୍ରଙ୍କର ବୁଧ ଓ ଶନି; ଶନିଙ୍କର ବୁଧ ଓ ଶୁକ୍ର ମିତ୍ର ଅଟନ୍ତି।)