ମିତମ୍ପଚ Mitampacha

  • ସଂ. ବିଣ. ପୁଂ (ମିତଂ+ପଚ ଧାତୁ+କର୍ତ୍ତୃ. ଅ) — — Miserly; frugal; niggardly
  • ସଂ. ବିଣ. ପୁଂ (ମିତଂ+ପଚ ଧାତୁ+କର୍ତ୍ତୃ. ଅ) — ପରିମିତ ଦ୍ରବ୍ୟର ପାକକର୍ତ୍ତା — Cooking moderately; very sparing in cooking food