ମିଣିପି ଚାଟୋଈ Miṇipi chāṭoī

  • ଗ୍ରା. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ପୁରୁଷଙ୍କୁ ବା ଆପଣା ସ୍ୱାମୀକୁ ସର୍ବଦା ଖୋସାମଦ ବା ସରସ ବ୍ଯବହାର କରିବାକୁ ସୁଖ ପାଏ — (a woman) Given to flattering or pleasing males or her husband