ମିଡ୍ଲ୍ ଭର୍ଣ୍ଣାକୁଲର୍ Miḍl bharṇṇākular

  • ବୈଦେ. ବିଣ (ଇଂ. ମିଡ୍ଲ୍ ଭର୍ଣ୍ଣାକ୍ୟୁଲାର୍) — ଦେଶୀୟ ଭାଷାରେ ମଧ୍ୟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯିବା (ବିଦ୍ୟାଳୟ ବା ଶ୍ରେଣୀ ବା ମାନ) — Middle Vernacular school, standard or class.)
  • ବୈଦେ. ବିଣ (ଇଂ. ମିଡ୍ଲ୍ ଭର୍ଣ୍ଣାକ୍ୟୁଲାର୍) — [ଦ୍ର—ଏହି ମିଡଲ୍ ଇଂଙ୍ଗଲିସ୍ ଓ ମିଡଲ୍ ଭର୍ଣ୍ଣାକୁଲର୍ ଶବ୍ଦ ସଙ୍ଗେ ସ୍କଲର୍ଶିପ୍ ପରୀକ୍ଷା ଓ ସାଟିଫିକଟ୍ ଓ ପାସ୍ ଆଦି ଇଂରାଜି ଶବ୍ଦ ଯୋଗ କରାଯାଏ।]