ମିଠା ପାନ Miṭhā pāna

  • ଦେ. ବି — ଯେଉଁ ପାନଖିଲରେ ଗୁଣ୍ଡି ଦିଆଯାଇ ନ ଥାଏ — Betel prepare without tobacco powder
  • ଦେ. ବି — ଯେଉଁ ପାନ ପତ୍ରର ସ୍ୱାଦ ଅନ୍ଯ ପାନର ସ୍ୱାଦ ଅପେକ୍ଷା କମ୍ ରାଗୁଆ — Betel-leaf which is less pungent than other betel leaves
  • ଦେ. ବି — [ଦ୍ର—ବିଭିନ୍ନ ଅଞ୍ଚଳରେ ସ୍ୱାଦଦୃଷ୍ଟିରେ ଭିନ୍ନ ଭିନ୍ନ ପାନ ଦେଖାଯାଏ। ପାନଲତାରୁ ନୂଆ ହୋଇ ବାହାରିଥିବା ପାନ ଓ ପୁରୁଣା ପାନର ସ୍ୱାଦରେ ପ୍ରଭେଦ ଥାଏ। କେତେ ପ୍ରକାରର ପାନ ଅନ୍ଯ ପାନ ଅପେକ୍ଷା ବେଶି ରାଗୁଆ ଲାଗେ। ଯେଉଁ ପାନ କମ୍ ରାଗୁଆ, ତାକୁ ମିଠା ପାନ ବୋଲାଯାଏ।]