ମିଠା ପଲଉ Miṭhā palau

  • ଦେ. ବି (ସଂ. ମିଷ୍ଟ+ଫା. ପୋଲାୱ; ସଂ.ପଳାନ୍ନ) — ମାଛ ବା ମାଂସ ବ୍ୟତୀତ ପ୍ରସ୍ତୁତ ଶର୍କରାଯୁକ୍ତ ଘୃତାନ୍ନ — Boiled rice sweetened with sugar and ghee and without the admixture of fish or meat