ମିଠା ଖଟା Miṭhā khaṭā

  • ଦେ. ବିଣ. (ବିପରୀତ ସହଚର) — ମିଷ୍ଟ ଓ ଅମ୍ଲ — Of sweet and acid taste
  • ଦେ. ବିଣ. (ବିପରୀତ ସହଚର) — [ଦ୍ର— ଏହିପରି ମିଠା କଷା, ମିଠା ଲୁଣୀ, ମିଠା ଲୁଣୀ, ମିଠା ପିତା, ମିଠା ରାଗା ଆଦି ଶବ୍ଦ ହୁଏ।]