ମିଟ୍ ମିଟ୍ Miṭmiṭ

  • ଦେ. ଅ.—(ସଂ. ମିର୍ମିର; ସଂ. ମୀଳ ଧାତୁ) — ଆଖିକୁ ଉପର୍ଯ୍ଯୁପରି ମେଲା କରିବା — Twinkling of the eye
  • ଦେ. ଅ.—(ସଂ. ମିର୍ମିର; ସଂ. ମୀଳ ଧାତୁ) — ଜୁଳୁ ଜୁଳୁ କରି; ଧୀରେ ଧୀରେ ଆଖି ପିଛାଡ଼ିବା — With twinkling eyes
  • ଦେ. ଅ.—(ସଂ. ମିର୍ମିର; ସଂ. ମୀଳ ଧାତୁ) — [ଉ—ମିଟି ମିଟି ଚାହିଁ କହିବେ ଏହା ତାଙ୍କୁ। କୃଷ୍ଣସିଂହ. ମହାଭାରତ. ବନ।]