ମିଟି ଯିବା Miṭi j̄ibā

  • ଦେ. କ୍ରି — (ବଙ୍ଗଳାରୁ ଅନୁକୃତ) (ବିବାଦ ବା ଅଡ଼ୁଆ) ଶେଷ ନିଷ୍ପତ୍ତି ହେବା — To be finally decided (said of a dispute or matter)
  • ଦେ. କ୍ରି — (ମନର ଇଚ୍ଛା) କାର୍ଯ୍ୟରେ ପରିଣତ ହେବା — (one's wish) To be fulfilled; to be realised