ମିଟାଇବା Miṭāibā
- ଦେ. କ୍ରି. (ବଙ୍ଗଳାରୁ ଅନୁକୃତ; ସଂ. ମିଳ ଧାତୁ) — ବିବାଦ ଆଦି ମିଳାଇବା; ମେଣ୍ଟାଇବା; ଦୁଇ ପକ୍ଷଙ୍କୁ ମିଳାଇବା; ବିବାଦ ନିଷ୍ପତ୍ତି କରିବା; ମୀମାଂସା କରିବା — To cause a dispute to be settled between two disputants; to decide amicably
- ଦେ. କ୍ରି. (ବଙ୍ଗଳାରୁ ଅନୁକୃତ; ସଂ. ମିଳ ଧାତୁ) — ମନରୁ ଓରମାନା ବା ଲାଳସା ବା ଆକାଂ— କ୍ଷାକୁ ସଫଳୀକୃତ କରିବା — To have one's hankering or craving realised or satisfied