ମିଞ୍ଜିକା Min̄jikā

  • ଗ୍ରା. ବି. ସ୍ତ୍ରୀ — କନ୍ଯା — Daughter
  • ଗ୍ରା. ବି. ସ୍ତ୍ରୀ — ଶିଶୁ କନ୍ଯା — An infant daughter
  • ଗ୍ରା. ବି. ସ୍ତ୍ରୀ — [ଉ—ତହିଁରୁଟି ମିଞ୍ଜିକା ମିଞ୍ଜକ ଦୁଇଟି, ଜନ୍ମିଛନ୍ତି ହେବାକୁ ତୁମ୍ଭର ଗଣୁଟି। କୃଷ୍ଣସିଂହ. ମହାଭାରତ. ବନ।]