ମିଞ୍ଜାସ୍ ଖରାପ କରିବା Mijn̄jās kharāpa karibā
- ଦେ. କ୍ରି. (ଆ. ମିଜାଜ+ଫା. ଖରାବ୍) — ଆପଣାର ମନକୁ ବ୍ୟସ୍ତ କରିବା; ଦୁଃଖିତ ହେବା — To be bothered about any thing
- ଦେ. କ୍ରି. (ଆ. ମିଜାଜ+ଫା. ଖରାବ୍) — ଅନ୍ୟର ବିରକ୍ତି ଜନ୍ମାଇବା; ଅନ୍ୟକୁ ବିରକ୍ତ କରିବା — To displease or tease a person