ମିଞ୍ଜା ମିଳେଇବା Min̄jā miḻe ibā

  • ଦେ. କ୍ରି — ଦୁଇଟି ପଦାର୍ଥ ମଧ୍ୟରେ ଥିବା ଫାଙ୍କରୁ ବା ପ୍ରଭେଦକୁ କୌଶଳପୂର୍ବକ ସମାନ କରିବା — To smooth the interstices or difference between two things with dexterity or skill