ମିଉନିସିପାଲ ପ୍ରେସିଡ଼େଣ୍ଟ୍ Muinisipāl presiḍeṇṭ

  • ବୈଦେ. ବି—(ଇଂ) ମିଉନିସିପାଲିଟିର କର୍ମର ଆଲୋଚନା ପାଇଁ ସମୟ ସମୟରେ ହେଉଥିବା କମିସନରମାନଙ୍କ ବଇଠକୀରେ ସଭାପତିକର୍ମ ନିର୍ବାହ କରିବାକୁ ନିର୍ବାଚିତ ବ୍ଯକ୍ତି — The President of Municipality
  • ବୈଦେ. ବି—(ଇଂ) [ଦ୍ର—ମିଉନିସିପାଲିଟିର କମିସ୍ନର୍ ମାନେ ମିଉନିସିପାଲିଟିର ଦୈନନ୍ଦିନ କର୍ମ ଚଳାଇବା ପାଇଁ ଆପଣା ମଧ୍ୟରୁ ଜଣକୁ ଚେଆରମାନ୍ ନିର୍ବାଚିତ କରନ୍ତି, ତାଙ୍କୁ ମିଉନିସିପାଲ୍ ଚେଆରମାନ୍ ବୋଲାଯାଏ। ମିଉନିସି— ପାଲିଟିର ବିଷୟ ଆଲୋଚନା ପାଇଁ ମଝିରେ ମଝିରେ ଯେଉଁ ବୈଠକୀମାନ ହୁଏ ତହିଁର କର୍ମ ପରିଚାଳନ କରିବା ପାଇଁ ମିଉନିସିପାଲ୍ କମିସ୍ନର୍ମାନେ ଯେଉଁ ବ୍ଯକ୍ତିଙ୍କୁ ନିର୍ବାଚନ କରନ୍ତି ତାଙ୍କୁ ମିଉନିସିପାଲ୍ ପ୍ରେସିଡ଼େଣ୍ଟ୍ ବୋଲାଯାଏ।]