ମିଆଦ ମକଦ୍ଦମୀ Miādi makaddamī

  • ବୈଦେ. ବି (କଚିରିଆ) (ଆ ଓ ଫା) — ଯେଉଁ ମକଦମୀ ପାଇଁ ଜମିଦାରଙ୍କୁ ଆଦାୟ ଦିଆଯିବା ରାଜସ୍ୱ ନିର୍ଦ୍ଦିଷ୍ଟ କାଳ ସକାଶେ ଧାର୍ଯ୍ଯ ହୋଇ ଥାଏ — An under-tenure for which the rent is fixed for a certain period
  • ବୈଦେ. ବି (କଚିରିଆ) (ଆ ଓ ଫା) — ଯେଉଁ ମକଦ୍ଦମୀର ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା ପାଇଁ ଜମିଦାର ନିର୍ଦ୍ଦିଷ୍ଟ କାଳ ସକାଶେ ମକଦ୍ଦମା ନିଯୁକ୍ତ କରନ୍ତି — An under-tenure which is terminable on the expiry of a stipulated period
  • ବୈଦେ. ବି (କଚିରିଆ) (ଆ ଓ ଫା) — [ଦ୍ର—ଏହିପରି ମିଆଦ ସରବରାକାରୀ, ମିଆଦ ସିକୀମ ଜମିଦାରୀ ଆଦି ଶବ୍ଦ ହୁଏ।]