ମିଆଦ ଗଡ଼ିବା Miāda gaṟḍ̠ibā

  • ଦେ. ବି (କଚିରିଆ) — କୌଣସି କାର୍ଯ୍ୟ ନିଷ୍ପନ୍ନ ନ କରି ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହେବା — The putting off of the performance of an act beyond the time stipulated
  • ଦେ. ବି (କଚିରିଆ) — [ମିଆଦ(ଦି) ଗତ ହେବା, ମିଆଦ(ଦି) ପୂରିଯିବା, ମିଆଦ(ଦି) ବିତିଯିବା, ମିଆଦ(ଦି) ଅତୀତ ହେବା—ଅନ୍ଯରୂପ]
  • ଦେ. ବି (କଚିରିଆ) — [ମିଆଦ (ଦି) ଗଡ଼ାଇବା (ଗତ କରିବା, ବିତା (ତେ)ଇବା)—କ୍ରିୟା।]