ମିଆଁଜୀ Miāñjī

  • ବୈଦେ. ବି. ଓ ଅ (ଫା) — ମୁସଲମାନମାନଙ୍କ ପ୍ରତି ସମ୍ମାନ ବା ସ୍ନେହ ସମ୍ବୋଧନ (=ମହାଶୟ) — Affectionate address to a Mahomedans
  • ବୈଦେ. ବି. ଓ ଅ (ଫା) — ମୁସଲମାନୀ ପ୍ରାଥମିକ ପାଠଶାଳାର ଶିକ୍ଷକ — The teacher of a primary Mahomedan school