ମି Mi

  • ପ୍ରାଦେ (ସମ୍ବଲପୁର, ବାଲେଶ୍ୱର; ଯାଜପୁର, ଗଡ଼ଜାତ) କ୍ରିୟାର ବିଭକ୍ତ— ଭବିଷ୍ୟତ୍ କାଳ ପ୍ରଥମ ପୁରୁଷ ଏକ ବଚନ କ୍ରିୟାରେ ବ୍ଯବହୃତ ବିଭକ୍ତି (ଯଥା—ସଂ, ଅହଂ ଯାମି=ମୁଁ ଯିମି=ମୁଁ ଯିବି) — A verb-particle denoting futurre tense in the first person singular number
  • ପ୍ରାଦେ (ସମ୍ବଲପୁର, ବାଲେଶ୍ୱର; ଯାଜପୁର, ଗଡ଼ଜାତ) [ଦ୍ର—ଓଡ଼ିଶାରେ ଅନ୍ୟତ୍ର ପାଣ, କଣ୍ଡରା, ବାଉରୀ ଆଦି ଛୋଟ ଜାତିମାନେ ମଧ୍ୟ ଯିମି, ଖାଇମି ଆଦି ବ୍ଯବହାର କରନ୍ତି।]
  • ଦେ. ବିଣ (ସାଙ୍କେତିକ, ଇଂ.) — ମିଷ୍ଟର୍ (ବା. ଶ୍ରୀଯୁକ୍ତ) ଶବ୍ଦର ସଂକ୍ଷିପ୍ତ ଆକାର — Abbreviation for Mister; Mr