ମିଁମିଁଆଁ Miñmiñañ

  • ଦେ. ବିଣ — ମିଁ ମିଁ କ୍ଷୀଣଶବ୍ଦ କରୁଥିବା — making a feeble bleating sound
  • ଦେ. ବିଣ — ଅତି କ୍ଷୀଣ ଓ ଦୁର୍ବଳ — Very weak and emaciated
  • ଦେ. ବି. — ଛେଳିଙ୍କୁ ଆକ୍ରମଣ କରିବା ରୋଗ ବିଶେଷ — A peculiar disease attacking goats