ମାୟା Māyā

  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — (ବେଦାନ୍ତ) ଅବିଦ୍ୟା; ବିସଦୃଶ ପ୍ରତୀତି ସାଧନ; ଯେଉଁ ଗୁଣ ଦ୍ୱାରା ପ୍ରକୃତ ବିଷୟ ଅନ୍ଯରୂପେ ଦେଖାଯାଏ; ମିଥ୍ୟା ଜ୍ଞାନ; ଭ୍ରାନ୍ତି; ମୋହ; ଅବିଦ୍ୟା — Unreality; illusion; delusion; idealism
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — [ଦ୍ର— ବେଦାନ୍ତ ଦର୍ଶନ ମତରେ ଏହି ଜଗତ୍ ଅବାସ୍ତବ ଓ ଅନିତ୍ୟ ଅଟେ ଓ ପରମେଶ୍ୱର ବାସ୍ତବ ଓ ନିତ୍ୟ ଅଟନ୍ତି। ଯେଉଁ ମିଥ୍ୟା ପ୍ରତୀତି ଯୋଗୁଁ ଜଗତକୁ ବାସ୍ତବ ଓ ନିତ୍ୟ ବୋଲି ମନୁଷ୍ୟ ଭ୍ରମ କରେ ତାହାର ନାମ ମାୟା।]
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଈଶ୍ୱର ଆପଣାର ମାୟା ବା ଅବିଦ୍ୟା ରୂପ ଶକ୍ତି ଦ୍ୱାରା ଏ ପୃଥିବୀକୁ ସୃଷ୍ଟି କରିଅଛନ୍ତି; ଏଥିପାଇଁ ଶକ୍ତି ବା ଦୁର୍ଗାଙ୍କୁ ମହାମାୟା ଆଖ୍ୟା ଦିଆ ଯାଇଅଛି।]
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — କୁହୁକ; ଇନ୍ଦ୍ରଜାଲ — Magic; jugglery; sorcery
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଆସକ୍ତି; ମମତା; ସ୍ନେହ — Attachment; affection; love
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଛଳ; ଶଠତା; କପଟତା — Deceit; hypocricy
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଆଖିରେ ଦେଖାଯିବା ଅବାସ୍ତବ ମୂର୍ତ୍ତି (ଯଥା—ଭୂତ) — An illusory image; phantom (Apte)
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ରାଜନୀତିକ ଚାଲ — A political trick; diplomatic feat (Apte)
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଗୟା ନଗରର ଏକ ନାମ — A name of the city of Gaya (Apte)
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଦୁଷ୍ଟତା; ଖଳତା — Wickedness (Apte)
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ଶୈବ; ମତ ଅନୁସାରେ ମନୁଷ୍ୟକୁ ଘେରିବା 4 ଟି ସାଂସାରିକ ପାଶ ମଧ୍ୟରୁ ଗୋଟିଏ — ଶୈବ; ମତ ଅନୁସାରେ ମନୁଷ୍ୟକୁ ଘେରିବା4ଟି ସାଂସାରିକ ପାଶ ମଧ୍ୟରୁ ଗୋଟିଏ—. One of the four worldly snares which beset mankind (according to the Sa̲i̱bas) (Apte)
  • ସଂ. ବି. (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି) — ପୁରୁଷଠାରୁ ଭିନ୍ନ ପ୍ରକୃତି — The Nature, as distinct from God