ମାୟାବାନ୍ Māyābān
- ସଂ. ବିଣ. ପୁଂ (ମାୟା+ବତ୍; 1 ମା. 1 ବ) — କପଟା— ଚାରୀ; ମାୟାବୀ — Illusive
- ସଂ. ବିଣ. ପୁଂ (ମାୟା+ବତ୍; 1 ମା. 1 ବ) — ମାୟାଯୁକ୍ତ; ମୋହାବିଷ୍ଟ — Deluded
- ସଂ. ବିଣ. ପୁଂ (ମାୟା+ବତ୍; 1 ମା. 1 ବ) — କୁହୁ— କିଆ — Skilled in magic
- ବି. — ଐନ୍ଦ୍ରଜାଲିକ — Magician; juggler