ମାୟା ସାଗର Māyā sāgara

  • ସଂ. ବି—(ରୂପକ; ମାୟା+ସଂସାର) — ସାଗର ପରି ମହା ଗଭୀର ବା ଦୁସ୍ତର ମାୟା — Illusion, compared to the deep and wide ocean