ମାୟା ଲୋକ Māyā loka

  • ପ୍ରାଦେ.—(ଉତ୍ତର ବାଲେଶ୍ୱର) ବି—(ତୁଳ ବଂ. ମେୟେ +ଲୋକ) — ମାଇକିନିଆ; ସ୍ତ୍ରୀ ବ୍ଯକ୍ତି — A woman
  • ପ୍ରାଦେ.—(ଉତ୍ତର ବାଲେଶ୍ୱର) ବି—(ତୁଳ ବଂ. ମେୟେ +ଲୋକ) — (ବହୁବଚନ) ସ୍ତ୍ରୀମାନେ — Women; females