ମାୟା ରୂପୀ Māyā rūpī

  • ସଂ. ବିଣ. ପୁଂ — ଛଦ୍ମରୂପଧାରୀ — Assuming a masked form; disguised
  • ସଂ. ବିଣ. ପୁଂ — ଯେ ଇନ୍ଦ୍ରଜାଲଦ୍ୱାରା ନାନା ମିଥ୍ୟାରୂପ ଧାରଣ କରି ପାରେ — Assuming different forms by magic