ମାୟା ମୋହ Māyā moha
- ସଂ. ବି—(ମ. ପ. ଲୋ) — ମାୟା ବା ଅବିଦ୍ୟାଜନିତ ଅଜ୍ଞାନ ବା ମୁଗ୍ଧତା — Folly or fascination due to delusion
- ସଂ. ବି—(ମ. ପ. ଲୋ) — ବିଷ୍ଣୁଙ୍କ ଦେହ— ନିଃସୃତ ଅସୁରମୋହନକାରୀ ପୁରୁଷବିଶେଷ — An image of a man which issued from the body of Bishṇu and fascinated the demons
- ସଂ. ବି—(ମ. ପ. ଲୋ) — (ଏକାର୍ଥକ ସହଚର) ମାୟା — Illusion