ମାୟା ବାଦୀ Māyā bādī

  • ସଂ. ବିଣ. ଓ ବି. ପୁଂ (ମାୟାବାଦ+ଇନ୍; 1 ମା. 1 ବ) — ମାୟାବାଦରେ ବିଶ୍ୱାସକାରୀ (ବ୍ଯକ୍ତି) — (a person) Holding the Māyā theory
  • ସଂ. ବିଣ. ଓ ବି. ପୁଂ (ମାୟାବାଦ+ଇନ୍; 1 ମା. 1 ବ) — ବୌଦ୍ଧମତାବଲମ୍ବୀ — Holding the doctrines of Buddhism