ମାୟା ଜୀବୀ Māyā jībī

  • ସଂ. ବି. ପୁଂ (ବହୁବ୍ରୀହି; ମାୟା+ଜୀବ୍ ଧାତୁ+ ଇନ୍) — ଐନ୍ଦ୍ରଜାଲିକ; ଯେ କୁହୁକ ଦେଖାଇ ପେଟ ପୋଷେ; କୁହୁକୀ — Magician; conjurer; a juggler