ମାଡ଼ରେ କୁଆଛୁଆ ଉଡ଼ିଯିବା Māṟḍ̠rekuāchhuāuṟḍ̠ij̄ibā

  • ଦେ. ବି — ମାଡ଼ ବୃଷ୍ଟି ହେବା — Dealing of repeated blows like torrents; a shower of blows
  • ଦେ. ବି — [ଦ୍ର—ଏହାର ତାତ୍ପର୍ଯ୍ଯ ଏହି ଯେ ଏପରି ଭୟଙ୍କର ପ୍ରହାର ଯେ ତହିଁର ଶବ୍ଦରେ ଭୀତ ହୋଇ କୁଆ ବସାରେ ଥିବା କୁଆଛୁଆମାନେ ବସାରୁ ଉଡ଼ି ପଳାଇବେ।