ମାହ୍ଲୁଆ ମାରିବା Māhluā māribā
- ପ୍ରାଦେ (ବାଲେଶ୍ୱର) କ୍ରି — ଅନ୍ୟକୁ ବଞ୍ଚିତ କରି ଅପ୍ରତ୍ୟାଶିତ ଭାବରେ କୌଣସି ବସ୍ତୁ ନିଜେ ଉପଭୋଗ କରିବା — To baulk some one of something for one's own enjoyment
- ପ୍ରାଦେ (ବାଲେଶ୍ୱର) କ୍ରି — ଛୁଆଣି ବେଳେ ଚାଳର କୌଣସି ନୁଆଁଣିଆଁ ଅଂଶକୁ ବାଉଁଶ ବା ବତା ବାନ୍ଧି ଅନ୍ଯ ଅଂଶ ସଙ୍ଗେ ସମତଳ କରିଦେବା — To level up the low part of the thatch by means of raising the same up by means of whole or cleft bamboos