ମାହେଶ୍ୱର Māheṡwara

  • ସଂ. ବିଣ (ମହେଶ୍ୱର+ସମ୍ବନ୍ଧାର୍ଥେ. ଅ) — ମହେଶ୍ୱର ବା ଶିବସମ୍ବନ୍ଧୀୟ — Relating to Siba
  • ସଂ. ବି. ଶିବୋପାସକ; ଶୈବ — A devotee of Ṡiba
  • ସଂ. ବି. ସ୍ୱର ଓ ବ୍ୟଞ୍ଜନମାଳାସୂଚକ ପାଣିନୀଙ୍କ 14ଟି ସୂତ୍ର — The 14 aphorisms of Paṇin indicating the vowels and the consoants
  • ସଂ. ବି. [ଦ୍ର—ପାଣିନୀ ବ୍ୟାକରଣର ଏ 14 ଟି ସୂତ୍ର ଯଥା—ଅଇଉଣ୍, ଋୡକ୍, ଏଓମ୍, ଐଔଚ୍, ହଯବରଟ୍, ଲଣ୍, ଞମଙନମ୍, ଝଭଞd, ଘଡ଼ଧଷ୍, ଜବଗଡ଼ଦଶ୍, ଖଫଛଠଥଚଟତବ୍ କପୟ୍, ଶଷସର୍, ହଳ୍। ଏ ସୂତ୍ରମାନ ଶିବଙ୍କ ତାଣ୍ଡବନୃତ୍ୟ ସମୟରେ ତାଙ୍କ ଡମ୍ବରରୁ ବାହାରିଥିବା କଥିତ (ହି. ଶ.) — [ଦ୍ର—ପାଣିନୀ ବ୍ୟାକରଣର ଏ14ଟି ସୂତ୍ର ଯଥା—ଅଇଉଣ୍, ଋୡକ୍, ଏଓମ୍, ଐଔଚ୍, ହଯବରଟ୍, ଲଣ୍, ଞମଙନମ୍, ଝଭଞd, ଘଡ଼ଧଷ୍, ଜବଗଡ଼ଦଶ୍, ଖଫଛଠଥଚଟତବ୍ କପୟ୍, ଶଷସର୍, ହଳ୍ ଏ ସୂତ୍ରମାନ ଶିବଙ୍କ ତାଣ୍ଡବନୃତ୍ୟ ସମୟରେ ତାଙ୍କ ଡମ୍ବରରୁ ବାହାରିଥିବା କଥିତ (ହି. ଶ.)
  • ସଂ. ବି. ଅସ୍ତ୍ରବିଶେଷ ମାହେଶ୍ୱରାସ୍ତ୍ର — A weapon peculiar to Ṡiba.]