ମାହେଶ୍ୱରୀ Māheṡwarī

  • ସଂ. ବି. ସ୍ତ୍ରୀ (ମହେଶ୍ୱର+ଅ+ଈ) — ଦୁର୍ଗା — Durgā
  • ସଂ. ବି. ସ୍ତ୍ରୀ (ମହେଶ୍ୱର+ଅ+ଈ) — ମାତୃକାଦେବୀବିଶେଷ — One of the mother—Goddesses of the Hindus
  • ସଂ. ବି. ସ୍ତ୍ରୀ (ମହେଶ୍ୱର+ଅ+ଈ) — ଯବତିକ୍ତା ନାମକ ଗୁଳ୍ମ; ଭୂନିମ୍ବ; ଭୂଇଁନିମ୍ବ — Name of a plant; Andrograpis Paniculata
  • ସଂ. ବିଣ. ସ୍ତ୍ରୀ — ମାହେଶ୍ୱରର ସ୍ତ୍ରୀଲିଙ୍ଗ — Feminine of Māheṡwara