ମାହାଳିଆ ମକୁନ୍ଦ ଦେବ Māhāḻiā makunda deba
- ଦେ. ବି (ନାମ) — ରାଜ— କୀୟ କ୍ଷମତାଶୂନ୍ଯ ମୁକୁନ୍ଦଦେବ ନାମଧାରୀ ପୁରୀର ଭୂତପୂର୍ବ ରାଜା — Name of a nominal Rājā of Puri after he lost his independence
- ଦେ. ବି (ନାମ) — (ଲକ୍ଷଣାର୍ଥ) ଫମ୍ପା ଅଧିକାରସୂଚକ ଉପାଧିବିଶିଷ୍ଟ ବ୍ଯକ୍ତି — (figurative) A person bearing an empty title denoting greatness