ମାହାରାଣୀ Māhāraṇī

  • ଦେ. ବି.. ସ୍ତ୍ରୀ — ମେହେନ୍ତ୍ରାଣୀ; ମେହେନ୍ତର ଜାତୀୟା ସ୍ତ୍ରୀ — A female of the Mehetar or sweeper caste
  • ଗ୍ରା. ବି. ସ୍ତ୍ରୀ — ମହାରାଣୀ— (ଦେଖ) — Mahāraṇī (See)