ମାହାତ୍ମ୍ୟ Māhātmya
- ସଂ. ବି (ମହାତ୍ମନ୍+ଭାବ ଯ) — ଗୌରବ; ମହତ୍ତ୍ୱ; ମହିମା — Greatness; majesty
- ସଂ. ବି (ମହାତ୍ମନ୍+ଭାବ ଯ) — ତୀର୍ଥଦର୍ଶନର ଓ ଦେବଦେବୀଙ୍କ ପୂଜାଆଦିର ଶୁଭ ଫଳ — Efficacy of visiting certain shines and performing worship of certain Deities
- ସଂ. ବି (ମହାତ୍ମନ୍+ଭାବ ଯ) — ଆଦର; ମାନ (ହି. ଶ) — Respect; honour
- ସଂ. ବି (ମହାତ୍ମନ୍+ଭାବ ଯ) — ତୀର୍ଥ ଓ ଦେବଦେବୀଙ୍କ ପୂଜାର ଫଳବର୍ଣ୍ଣନାତ୍ମକ ଗ୍ରନ୍ଥ — A book describing the fruits of visiting shrines and worshipping Deities