ମାସ୍ତୁଲ Māstula

  • ବୈଦେ. ବି (ପର୍ତ୍ତୁ—Mastro-ମାସ୍ତ୍ରୋ; ସଂ. ନାମ. ପୋଳିନ୍ଦି; ଗୁଣ ବୃକ୍ଷ) — ଗୁଣବୃକ୍ଷ; ତଲାଉଖୁଣ୍ଟ; ଜାହାଜରେ ବା ନୌକାରେ ପାଲ ଟାଙ୍ଗିବାର ଖୁଣ୍ଟି — The mast of a ship or boat