ମାସ୍ ବଡ଼ା ବରଷ୍ Mās-baṟḍ̠ābarash

  • ପ୍ରାଦେ (ସମ୍ବଲପୁର) (ତୁଳ ବଂ. ମାସବାଡ଼ା ବଚ୍ଛର) — ଅଧିବତ୍ସର; ଯେଉଁ ବର୍ଷରେ ଗୋଟିଏ ଅଧିମାସ ବା ମଳମାସ ଥାଏ — An year with an intercalary month