ମାସେ ଖଣ୍ଡେ Māse khaṇḍe
- ଦେ. ବି — ମାସକରୁ କିଛି ବେଶୀ ବା କମ୍ ସମୟ — A period of time slightly more or less than a month;
- ଦେ. ବି — ମାସେକାନ୍ତର, ମାସେଅଧେ, ମାସେପକ୍ଷେ(ଖ) ଅନ୍ଯରୂପ — ମାସେକାନ୍ତର, ମାସେଅଧେ, ମାସେପକ୍ଷେ(ଖ)ଅନ୍ଯରୂପabout a month or so
- ଦେ. ବି — (ଉ—ଆଉ ମାସେଖଣ୍ଡେ ଗଲେ ସେଇଆ ହବ ଯେ—ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ)।