ମାସୁଆରି Māsuāri

  • ଦେ. ବିଣ — ମାସିକ ନିର୍ଦ୍ଦିଷ୍ଟ — Monthly
  • ଦେ. ବିଣ — (ଯଥା— ମାସୁଆରି ପଡ଼ି; ମାସୁଆରି ଖୋରାକି।)
  • ଦେ. ବି — ମାସିକ ଦରମା — Monthly pay
  • ଦେ. ବି — ମାସିକ ଋତୁସ୍ରାବ — Monthly course; menstruation