ମାସିଆ Māsiā
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — ମାସସମ୍ବନ୍ଧୀୟ — Relating to a month
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — (ଉ—ଆଜି ସ୍ନାନପୂର୍ଣ୍ଣିମା, ଜ୍ୟେଷ୍ଠମାସିଆ ଦିନ—ଫକୀରମୋହନ ଛମାଣ ଆଠଗୁଣ୍ଠ।)
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — ଏତେ ମାସ ଗର୍ଭରେ ରହି ଜନ୍ମ ହୋଇଥିବା (ଶିଶୁ) — Held in the mother's womb for so many months
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — (ଯଥା—ଆଠମାସିଆ ପିଲା, ନଅ ମାସିଆ ପିଲା, ଦଶ ମାସିଆ ପିଲା।)
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — ଏତେ ମାସ ବୟସ୍କ — Aged so many months
- ଦେ. ବିଣ (ସଂ. ମାସିକ; ପ୍ରା. ମାସିଆ) (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂ. ମାସୀୟ) — ଏତେ ମାସ ସ୍ଥାୟୀ ବା ବ୍ୟାପୀ — Lasting or occupying so many months