ମାସାଧିପ Māsādhipa

  • ସଂ. ବି — ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଗ୍ରହ ଯେଉଁ ମାସରେ ପୃଥିବୀର ଅଧିପତି କଳ୍ପିତ ରୂପେ ହୁଏ — The planet presiding over the earth during a particular month