ମାସ ପୂରିବା Māsa pūribā

  • ଦେ. ବି (ସଂ. ମାସ; ପୂରଣ) — 1 ଏକମାସ ପୂର୍ଣ୍ଣ ହେବା — 1ଏକମାସ ପୂର୍ଣ୍ଣ ହେବା—1. The complection of a month
  • ଦେ. ବି (ସଂ. ମାସ; ପୂରଣ) — ଗର୍ଭଧାରଣର ନବମ ଦଶମ ମାସ, ଅର୍ଥାତ୍ ଆସନ୍ନ ପ୍ରସବକାଳ ଉପସ୍ଥିତ ହେବା; ପୂର୍ଣ୍ଣଗର୍ଭ ହେବାର ସମୟ — Being in the 9th or the 10th month of pregnancy; being near one's time of delivery