ମାସ ପଶିବା Māsa paṡibā

  • ଦେ. ବି (ସଂ. ମାସ+ପ୍ରବେଶ) — ଗଣନାକ୍ରମେ ଗୋଟିଏ ମାସ ଶେଷ ହୋଇ ଆଉ ଗୋଟିଏ ମାସର ପ୍ରବେଶ — The entry of a month in respect of a certain act in calculation