ମାସ ଗଡ଼ିବା Māsa gaṟḍ̠ibā

  • ଦେ. ବି — (ସ୍ତ୍ରୀ ଲୋକର) ଗର୍ଭ ସଞ୍ଚାର ହେବା — Pregnancy; conception
  • ଦେ. ବି — [ଦ୍ର— ସ୍ତ୍ରୀଲୋକମାନଙ୍କର ଗର୍ଭ ହେଲେ ସେମାନଙ୍କର ମାସିକ ଧର୍ମ ବା ଋତୁସ୍ରାବ ଗଡ଼ି ଯାଏ, ଅର୍ଥାତ୍ ବନ୍ଦ ହୋଇଯାଏ।]