ମାଳି Māḻi
- ସଂ. ବି — ସୁକେଶ ରାକ୍ଷସର ପୁତ୍ର ଓ ରାବଣର ମାତାମହ — Name of a demon, the maternal grandfather of Rābaṇa
- ଦେ, ବି — (ସଂ. (ମାଳା)—ଜପମାଳା — Rosary
- ଦେ, ବି — ମାଲିଆଣୀ, ମାଲ୍ୟାଣୀ, ମାଲିଣୀ, ମାଲୁଣୀ, ମାଲେଣା ସ୍ତ୍ରୀ — ମାଲିଆଣୀ, ମାଲ୍ୟାଣୀ, ମାଲିଣୀ, ମାଲୁଣୀ, ମାଲେଣାସ୍ତ୍ରୀ
- ଦେ, ବି — [ଦ୍ର —ଭିନ୍ନ ଭିନ୍ନ ଉପାଦାନ ଅନୁସାରେ ମାଳିର ବା ଜପମାଳାର ଭିନ୍ନ ଭିନ୍ନ ନାମ ହୁଏ, ଯଥା—ରୁଦ୍ରାକ୍ଷମାଳି, ଭଦ୍ରାକ୍ଷମାଳି, ପୁଷ୍କରମାଳି, ତୁଳସୀମାଳି।]
- ଦେ, ବି — ଶୂଦ୍ର ଓ ବୈଷ୍ଣବଙ୍କ ବେକରେ ପିନ୍ଧାଯିବା ମାଳା — String of beads worn by anchorites and Ṡūdras
- ଦେ, ବି — (ସଂ. ମାଳିକ) ପୁଂ ମାଳାକାର — A garland-maker
- ଦେ, ବି — ପୁଷ୍ପ ବ୍ଯବସାୟୀ — A florist
- ଦେ, ବି — ମାଳା ନିର୍ମାଣକାରୀ — A manufacturer of beads
- ଦେ, ବି — ଉଦ୍ୟାନ ରକ୍ଷକ — Gardener
- ଦେ, ବି — ଦେବତାଙ୍କୁ ଫୁଲ ପାଣି ଦେବା ଶୂଦ୍ର ସେବକ — A Ṡūdra sebaka of a Deity who offers or supplies flowers and water
- ପ୍ରାଦେ (ପୁରୀ; ଗଞ୍ଜାମ) ବି — କଣ୍ଠି; ଛୋଟ କଣ୍ଠମାଳା — Small necklace
- ପ୍ରାଦେ (ପୁରୀ; ଗଞ୍ଜାମ) ବି — [ଉ—ଖଡ଼ୁମାଳୀ ମୁଦି ଯେ ବୀରବଲି ଆଦି। କୃଷ୍ଣସିଂହ ମହାଭାରତ ବନ।]