ମାଳିଆ Māḻiā
- ଦେ. ବିଣ. ପୁଂ (ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — ମାଳା ବ୍ଯବହାରକାରୀ ବା ପରିଧାନ କରି— ଥିବା ବ୍ଯକ୍ତି — Wearing beads
- ଦେ. ବିଣ. ପୁଂ (ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — [ଉ— ବଲ୍ଲବେନ୍ଦ୍ର ଚନ୍ଦନକୁ ପଲ୍ଲବମାଳିଆକୁ। କବିସୂର୍ଯ୍ୟ ସଙ୍ଗୀତ।
- ଦେ. ବିଣ. ପୁଂ (ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — ମାଳର ବା ଅଞ୍ଚଳରେ ବାସ କରୁଥିବା ବ୍ଯକ୍ତି — Living in a particular country
- ଦେ. ବିଣ. ପୁଂ (ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — (ଯଥା—ଗଡ଼ମାଳିଆ; ତଳମାଳିଆ)
- ଦେ. ବିଣ. ପୁଂ (ସାଧାରଣତଃ ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — ଜଙ୍ଗଲର ଅଧିବାସୀ — Inhabiting a wild country;